ଅକରମ Akarama

  • ଗ୍ରା. ପଦ୍ୟ. ବି. (ସଂ. ଅକର୍ମ) — ମନ୍ଦ କର୍ମ; ଗର୍ହିତ କର୍ମ — Evil act; improper act
  • ଗ୍ରା. ପଦ୍ୟ. ବି. (ସଂ. ଅକର୍ମ) — ମନ୍ଦଭାଗ୍ୟ — Misfortune
  • ଗ୍ରା. ପଦ୍ୟ. ବି. (ସଂ. ଅକର୍ମ) — ଅକରମ ବିକରମ ଦୁହିଙ୍କର ଗତି, ବୁଝି ନ ପାରଇଟି ଅର୍ଜ୍ଜୁନ କେବେ ମତି। ସାରଳା ମହାଭାରତ, ଉଦ୍ଯୋଗ।