ଅକରତା Akaratā

  • ଗ୍ରା. ବି. (ସଂ. ଅ.+କର୍ତ୍ତା) — ଯେ କାର୍ଯ୍ୟର କର୍ତ୍ତା ନୁହେଁ। — A person who is not the doer
  • ଗ୍ରା. ବି. (ସଂ. ଅ.+କର୍ତ୍ତା) — ଯେ ଗୃହର କର୍ତ୍ତା ବା ମାଲିକ ନୁହେଁ। — A person who is not the master of the house
  • ଦେ. ବିଣ. (ସଂ. ଅ+କର୍ତ୍ତିତ) — ଯେଉଁ କାଠ କରତା କରାଯାଇ ନାହିଁ। — Unsawn (piece of wood)