ଅକରଣ Akaraṇa
- ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+କରଣ=ଇନ୍ଦ୍ରିୟ କାର୍ଯ୍ୟ ଯାହାର) — ଇନ୍ଦ୍ରିୟଶୂନ୍ୟ। — Devoid of organs
- ସଂ. ବି. — ବ୍ରହ୍ମ; ପରମାତ୍ମା — The Divine Soul
- ସଂ. ବି. — (ଅ+କରଣ)
- ସଂ. ବି. — କ୍ରିୟାର ଅଭାବ; ନିବୃତ୍ତି। — Cessation from work
- ସଂ. ବି. — ଅନୁଚିତ କର୍ମ — improper act
- ସଂ. ବି. — ଅକାର୍ଯ୍ୟ; ମନ୍ଦ କର୍ମ — Evil act