ଅକମ୍ପନ Akampana

  • ସଂ. ବିଣ. ପୁଂ — (ବହୁବ୍ରୀହି; ଅ+କମ୍ପନ)
  • ସଂ. ବିଣ. ପୁଂ — ଅକମ୍ପ (ଦେଖ) — Akampa (See)
  • ସଂ. ବି — (ନାମ) ରାବଣର ସେନାପତି ବିଶେଷ। — Name of a general of Rābaṇa