ଅକବି Akabi

  • ସଂ. ବି. (ଅ+କବି) — ନିକୃଷ୍ଟ କବି; ଯେ ପଦ ଯୋଡ଼ି କବିତା କରେ — Poetaster; rhymester
  • ସଂ. ବିଣ. — ଯେଉଁ ବ୍ୟକ୍ତିର କବିତା ବା ମଧୁର କଳ୍ପନା ନାହିଁ। — Unpoetic