ଅକଟ Akaṭa
- ଗ୍ରା. ବି. (ଅଟକର ବର୍ଣ୍ଣବିପର୍ଯ୍ୟୟଯୁକ୍ତ ଉଚ୍ଚାରଣ) — ଅଟକ; ଅଟକି ଯିବା; ଯାଉଁ ଯାଉଁ କୌଣସି ସ୍ଥାନରେ ଗତି ବନ୍ଦ ହେବା— — Stoppage; stopping; halt
- ଗ୍ରା. ବି. (ଅଟକର ବର୍ଣ୍ଣବିପର୍ଯ୍ୟୟଯୁକ୍ତ ଉଚ୍ଚାରଣ) — ଘରକୁ ଅଛଇ ଆଉ ଦିନକର ବାଟ / ସେହିଠାରେ ପଦ୍ମଧ୍ୱଜ କଲେ ଯେ ଅକଟ। ପୀତାମ୍ବରୀ—ଛାନ୍ଦ କଞ୍ଚନବତୀ।