ଅକଚା Akachā

  • ସଂ. ବିଣ. ସ୍ତ୍ରୀ. (ଅକଚ+ସ୍ତ୍ରୀ. ଆ)— ଅକଚର ସ୍ତ୍ରୀଲିଙ୍ଗ। — Feminine of Akacha
  • ଦେ. ବିଣ— ଯେଉଁ ଲୁଗା କଚା ହୋଇ ନାହିଁ; ଯେଉଁ ଲୁଗାକୁ କେହି କାଚି ନାହିଁ — Unwashed (cloth); Uncleansed (cloth)