ଅଏସ୍ Aes

  • ବୈଦେ. ବି. (ଆ. ଆୟେସ୍) — ସୁଖ; ସ୍ୱାଚ୍ଛନ୍ଦ୍ୟ — Comfort; ease
  • ବୈଦେ. ବି. (ଆ. ଆୟେସ୍) — ମଉଜ; ସଉକିନି — Luxury
  • ବୈଦେ. ବି. (ଆ. ଆୟେସ୍) — (ଯଥା—କୁକୁରକୁ ବାବୁ ଭାରି ଅଏସ୍ରେ ରଖିଅଛନ୍ତି।)