ଅଏଲ୍ Ael

  • ବୈଦେ. (ଇଂ) ବି — ତୈଳ; ତେଲ; ମାଲପା — Oil
  • ବୈଦେ. (ଇଂ) ବି — [ଦ୍ର—ଏହି ଶବ୍ଦଯୁକ୍ତ ଅନେକ ଇଂରାଜି ଶବ୍ଦ ଭାଷାରେ ଚଳିଲାଣି। ଯଥା—ହେଆର ଅଏଲ୍, କଡ଼ଲିଭର୍ ଅଏଲ୍, ମୋବିଲ୍ ଅଏଲ୍, ଅଏଲ୍ କ୍ଲଥ୍, ଅଏଲ୍ ପେଣ୍ଟିଙ୍ଗ୍।]