ଅଏନ୍ Aen

  • ପ୍ରାଦେ. (ସମ୍ବଲପୁର) ବିଣ — ଅତି ଉତ୍ତମ — Very good
  • ପ୍ରାଦେ. (ସମ୍ବଲପୁର) ବିଣ — ଅତି ଉତ୍କୃଷ୍ଟ — Very excellent
  • ପ୍ରାଦେ. (ସମ୍ବଲପୁର) ବିଣ — ଅପୂର୍ବ — Wonderful
  • ପ୍ରାଦେ. (ସମ୍ବଲପୁର) ବିଣ — ଅତି ସୁନ୍ଦର — Very graceful