ଅଏଁଳ Aeñḻa

  • ଦେ. ବି. (ସଂ. ଆମଳକ) — ଅଅଁଳା (ଦେଖ) — Aañḻā (See)
  • ଦେ. ବି. (ସଂ. ଆମଳକ) — ଅଏଁଳ ବୋଲି ହସ୍ତେ ଧରିବା ପରାୟେ, ବିଦ୍ୟାରେ କାଳକୁ ଜାଣୁଛି ଦୈତ୍ୟରାୟେ। କୃଷ୍ଣସିଂହ, ମହାଭାରତ, ଶାନ୍ତି।