ଅଏଁଳା Aeñḻā

  • ଦେ. ବି. (ସଂ. ଆମଳକ) — ଅଅଁଳା 1 (ଦେଖ) — ଅଅଁଳା1(ଦେଖ)Aañḻā 1 (See)
  • ଦେ. ବି. (ସଂ. ଆମଳକ) — ତିଳ ଅଏଁଳା ସୁଗନ୍ଧ ମଥାରେ ଲଗାଇ। ପୀତାମ୍ବର—ନୃସିଂହ ପୁରାଣ 6 ଷ୍ଠ। — ତିଳ ଅଏଁଳା ସୁଗନ୍ଧ ମଥାରେ ଲଗାଇ ପୀତାମ୍ବର—ନୃସିଂହ ପୁରାଣ6ଷ୍ଠ