ଅଉଷଧି Aushadhi

  • ଗ୍ରା. (ପ୍ରାଚୀନ) ବି — ଔଷଧ (ଦେଖ) — A̲u̲shadha (See)
  • ଗ୍ରା. (ପ୍ରାଚୀନ) ବି — ଔଷଧି (ଦେଖ) — A̲u̲shadhi (See)
  • ଗ୍ରା. (ପ୍ରାଚୀନ) ବି — ବୋଲୁ ଆଣ ଅଉଷଧି ଗନ୍ଧମାର୍ଦନେ ପ୍ରସିଦ୍ଧି ଉତ୍ତର ଭାଗେ ସେ ସେନା ଡାକି। ଭଞ୍ଜ—ବୈଦେହୀଶବିଳାସ 47।15 । — ବୋଲୁ ଆଣ ଅଉଷଧି ଗନ୍ଧମାର୍ଦନେ ପ୍ରସିଦ୍ଧି ଉତ୍ତର ଭାଗେ ସେ ସେନା ଡାକି ଭଞ୍ଜ—ବୈଦେହୀଶବିଳାସ4715