ଅଉରତ୍ Aurat

  • ବୈଦେ. ବି. (ଆ. ଔରତ୍, ଆଉରତ୍) ସ୍ତ୍ରୀ, ଭାର୍ୟ୍ୟା। — Wife
  • ବୈଦେ. ବି. (ଆ. ଔରତ୍, ଆଉରତ୍) ସ୍ତ୍ରୀ ବ୍ୟକ୍ତି, ନାରୀ — Woman