ଅଅ A-A
- ଦେ. ଅ — (ଧ୍ୱନ୍ୟନୁକରଣ, 'ଅ' ର ଦ୍ୱିତ୍ୱ)।
- ଦେ. ଅ — ବମନ କରିବାର ବା ବମନ ଉପକ୍ରମ ହେବା ବେଳର ଶବ୍ଦ — Sound of a person vomiting or going to vomit
- ଦେ. ଅ — ଶିଶୁମାନଙ୍କୁ ପ୍ରଥମେ 'ଅ' ଅକ୍ଷର ଲେଖାଇ ମଡ଼ାଇବା ବେଳେ ଶିଶୁ ଘୋଷିବା ଦ୍ୱି—ଉଚ୍ଚାରଣ — Doubled or repeated utterance of the letter 'a' by a child learning to write