ଅଂହତି Aṃhati

  • ସଂ. ବି. (ଅନ୍ହ ଧାତୁ=ଗମନ କରିବା, ଣିଚ୍+ଭାବ. ଅତି) — ରୋଗ; ବ୍ୟାଧି — Disease; sickness
  • ସଂ. ବି. (ଅନ୍ହ ଧାତୁ=ଗମନ କରିବା, ଣିଚ୍+ଭାବ. ଅତି) — ତ୍ୟାଗ — Abandonment
  • ସଂ. ବି. (ଅନ୍ହ ଧାତୁ=ଗମନ କରିବା, ଣିଚ୍+ଭାବ. ଅତି) — ଦାନ — Gift