ଅଂସ Aṁsa

  • ସଂ. ବି. (ଅମ ଧାତୁ=ରୁଗ୍ଣ ବା ପୀଡ଼ିତ ହେବା+କର୍ତ୍ତୃ. ସ; ଯେଉଁ ଅବୟବ ଭାରବହନଦ୍ୱାରା ପୀଡ଼ିତ ହୁଏ)— ସ୍କନ୍ଧ; କାନ୍ଧ — Shoulder
  • ସଂ. ବି. (ଅମ ଧାତୁ=ରୁଗ୍ଣ ବା ପୀଡ଼ିତ ହେବା+କର୍ତ୍ତୃ. ସ; ଯେଉଁ ଅବୟବ ଭାରବହନଦ୍ୱାରା ପୀଡ଼ିତ ହୁଏ)— [ଦ୍ର—ବାହୁମୂଳ ଓ ବେକପାଖ ମଧ୍ୟରେ ଥିବା ଅର୍ଦ୍ଧାଙ୍ଗୁଳପରିମିତ ପେଶୀଯୁକ୍ତ ଅଂଶକୁ ଅଂସ ବୋଲାଯାଏ। ଏହି ସ୍ଥଳରେ ଗୁରୁତର ଆଘାତ ହେଲେ ବାହୁସ୍ତମ୍ଭ ରୋଗ ହୁଏ।]
  • ସଂ. ବି. (ଅମ ଧାତୁ=ରୁଗ୍ଣ ବା ପୀଡ଼ିତ ହେବା+କର୍ତ୍ତୃ. ସ; ଯେଉଁ ଅବୟବ ଭାରବହନଦ୍ୱାରା ପୀଡ଼ିତ ହୁଏ)— (ଅନ୍ସ ଧାତୁ=ବାଣ୍ଟିବା+କର୍ମ. ଅ) ଅଂଶ; ଭାଗ; ହିଂସା — share
  • ସଂ. ବି. (ଅମ ଧାତୁ=ରୁଗ୍ଣ ବା ପୀଡ଼ିତ ହେବା+କର୍ତ୍ତୃ. ସ; ଯେଉଁ ଅବୟବ ଭାରବହନଦ୍ୱାରା ପୀଡ଼ିତ ହୁଏ)— ବିଭାଗ; ବଣ୍ଟନ — Partitioning