ଅଂଶ Aṁṡa

  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — କୌଣସି ପଦାର୍ଥର ଭାଗ ବା ଖଣ୍ଡ। — Part of a thing; share; portion
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — ବିଭାଗ; ବଣ୍ଟନ; ବାଣ୍ଟ — Partition
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — ଦେଶର ଅଞ୍ଚଳ ବା ସ୍ଥାନ। — Part of a country; locality
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — କୌଣସି ଦେବତାଙ୍କ ଅବତାର। — Incarnation of a Deity
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — (ଗଣିତ) ଭଗ୍ନାଂଶ — (Mathematics) Fraction
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — (ଗଣିତ) ଭଗ୍ନାଂଶର ହର — (Mathematics) The denominator of a fraction (M.W.)
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — (ଭୂଗୋଳ) ପୃଥିବୀଗୋଲକର ପରିଧିର 360 ଭାଗରୁ ଏକଭାଗ। — (ଭୂଗୋଳ) ପୃଥିବୀଗୋଲକର ପରିଧିର360ଭାଗରୁ ଏକଭାଗ. (Geography) 1/360 of the circumference of the globe
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — ଦ୍ରାଘିମା ବା ଅକ୍ଷାଂଶର ଏକ ଭାଗ; ଡିଗ୍ରୀ। — (Geography) A degree of latitude or longitude (M.W.)
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — (ଜ୍ୟାମିତି) ସମକୋଣର 90 ଭାଗରୁ ଏକଭାଗ; ଡିଗ୍ରୀ। — (ଜ୍ୟାମିତି) ସମକୋଣର0ଭାଗରୁ ଏକଭାଗ; ଡିଗ୍ରୀ. (Geometry) 1/0 of a right angle; a degree
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — କୌଣସି ବସ୍ତୁର ବାକି ରହିଯାଇଥିବା ଭାଗ। — Remainder on anything; remnant; remaining portion
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — (ଜ୍ୟୋତିଷ) ରାଶିଚକ୍ରର 30 ଭାଗରୁ ଏକ ଭାଗ। — (ଜ୍ୟୋତିଷ) ରାଶିଚକ୍ରର30ଭାଗରୁ ଏକ ଭାଗ. (Astronomy) 1/30 of the Zodiac
  • ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ମ. ଅ) — ବିଷୟ; ପ୍ରସଙ୍ଗ — Matter; subject