ଅଂଶକ Aṁṡaka
- ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ତ୍ତୃ ଅକ) — ଜ୍ଞାତି; କୁଟୁମ୍ବ — Kinsman
- ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ତ୍ତୃ ଅକ) — ଦାୟାଦ— — A co-sharer of an inheritance
- ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ତ୍ତୃ ଅକ) — ଦିବସ; ଦିନ — Day
- ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ତ୍ତୃ ଅକ) — ଭାଗଦାର; ହିଁସାଦାର — Co-parcener; partner; co-sharer
- ସଂ. ବି. (ଅନ୍ଶ ଧାତୁ=ଭାଗ କରିବା+କର୍ତ୍ତୃ ଅକ) — (ଅଂଶ+ସ୍ୱାର୍ଥେକ)—(ଜ୍ୟୋତିଷ) ରାଶିଚକ୍ରର ତିରିଶ ଭାଗରୁ ଏକ ଭାଗ— — 1/30 of the Zodiac
- ସଂ. ବିଣ. ପୁଂ — ଅଂଶଗ୍ରାହୀ; ଯେ ଭାଗ ନିଏ। — Sharing; taking a share
- ସଂ. ବିଣ. ପୁଂ — ଭାଗ ପାଇବାର ଅଧିକାରୀ — Entitled to a share
- ଦେ. ବି. (ଅଂଶ + ଓଡ଼ିଆ ଏକସଂଖ୍ୟାବାଚକ ପ୍ରତ୍ୟୟ କ) — ଏକ ଅଂଶ ବା ଭାଗ ମାତ୍ର — One share only
- ଦେ. ବି. (ଅଂଶ + ଓଡ଼ିଆ ଏକସଂଖ୍ୟାବାଚକ ପ୍ରତ୍ୟୟ କ) — (ଯଥା—ତା ଅଂଶକ ସେ ପାଇଲେ ତ ସନ୍ତୁଷ୍ଟ ହେବ।)